Compartir
Nitya Kurukshetra (en Oriya)
Niranjan Swain
(Autor)
·
Black Eagle Books
· Tapa Blanda
Nitya Kurukshetra (en Oriya) - Swain, Niranjan
S/ 89,11
S/ 178,22
Ahorras: S/ 89,11
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis Listas
Origen: Estados Unidos
(Costos de importación incluídos en el precio)
Se enviará desde nuestra bodega entre el
Lunes 12 de Agosto y el
Lunes 26 de Agosto.
Lo recibirás en cualquier lugar de Perú entre 2 y 5 días hábiles luego del envío.
Reseña del libro "Nitya Kurukshetra (en Oriya)"
କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାର ଅଭିଳାଷରୁ ମୋର କବିତା ଲେଖା ଆରମ୍ଭ । ବିଭିନ୍ନ ପତ୍ର ପତ୍ରିକା ମାନଙ୍କରେ କେତେକ କବିତା ପ୍ରକାଶିତ । ଜୟପୁର ରେଡିଓ ଷ୍ଟେସନରୁ ଯୁବବାଣୀ କାର୍ଯ୍ୟକ୍ରମରେ ନିୟମିତ ଭାବରେ କିଛି ବର୍ଷ କବିତା ପାଠ ସାଂଗକୁ କେତେକ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ଓ ପୁରସ୍କୃତ ହେବା ସତ୍ତ୍ୱେ ମୁଁ ନିଜକୁ ଜଣେ କବି ଭାବରେ କେବେ ସ୍ୱୀକୃତି ଦେଇନାହିଁ । ତେଣୁ ଏସବୁ ଦିନେ ପୁସ୍ତକ ଆକାରରେ ପ୍ରକାଶ ପାଇବ ଏକଥା ମୋ ଚିନ୍ତାର ବାହାରେ ଥିଲା । ପ୍ରଥମେ ମୋର ସହକର୍ମୀ ସାହିତ୍ୟର ଶ୍ରଦ୍ଧାଳୁ ରସଗ୍ରାହୀ ପାଠକ ଶିକ୍ଷା ବିଭାଗର ଅଧ୍ୟାପକ ବଂଧୁ ଶ୍ରୀ ମଳୟ କୁମାର ନନ୍ଦୀ ମୋର କବିତାଗୁଡ଼ିକୁ ପଢ଼ି ପୁସ୍ତକଟିଏ ପ୍ରକାଶ କରିବାକୁ ପ୍ରସ୍ତାବ ଦେଲେ । ସେ ଦିଗରେ ମୋର ଅନାଗ୍ରହ ଦେଖି ପ୍ରକାଶନର ସମସ୍ତ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଲେ । ତେଣୁ ତାଙ୍କର ପ୍ରୋତ୍ସାହନ କେବଳ ନୁହେଁ ବରଂ ସମସ୍ତ ଦାୟିତ୍ୱ ବହନ ପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ କହିବାଟା ଯଥେଷ୍ଟ ହେବ ନାହିଁ । ମୋ କବିତାର ପ୍ରଥମ ପାଠିକା ମୋର ସହଧର୍ମିଣୀ ଶ୍ରୀମତି ଗାୟତ୍ରୀ ଦେବୀ ସବୁବେଳେ ଅଭିମାନରେ କହି ଆସିଛନ୍ତି ତୁମେ କେବଳ ଲେଖିବ କିନ୍ତୁ କେବେ ବହି ଖଣ୍ଡେ ପ୍ରକାଶ କରି ପାରିବନି । ତାଙ୍କର ଏହି ଅଭିମାନଭରା କଥା ପୁସ୍ତକ ପ୍ରକାଶନ ଦିଗରେ ମୋତେ ପ୍ରୋତ୍ସାହିତ କରିଛି । କେତେକ କବିତା ପୂର୍ବରୁ ବିବିଧ ପତ୍ରପତ୍ରିକାମାନଙ୍କ
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.